ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ITI, Chatrapur


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
1997
ଅଧ୍ୟକ୍ଷ
ଶ୍ରୀ ମନ୍ମଥ କୁମାର ମାଝି

ଆଇଟିଆଇ, ଛତ୍ରପୁର

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା ଗଞ୍ଜାମ

ଏହି ତାଲିମ ପ୍ରତିଷ୍ଠାନରେ ଉନ୍ନତ ଭିତ୍ତିଭୂମି ସହିତ ଯୋଗାଯୋଗର ସମସ୍ତ ସୁବିଧା ରହିଛି। ଏହି ପ୍ରତିଷ୍ଟାନରେ ଫିଟର, ଇଲେକ୍ଟ୍ରିସିଆନ, ଇଲୋକ୍ଟ୍ରୋନିକ୍ସ ମେକାନିକ, ଇନଷ୍ଟ୍ରୁମେଣ୍ଟ ମେକାନିକ, ମେକ୍, ଆରଏ ଆଣ୍ଡ ସି ୱେଲଡର ଆଦି ସମସ୍ତ ଟ୍ରେଡରେ ୨ ବାର୍ଷିକ ତାଲିମ ବ୍ୟବସ୍ଥା ଥିବାବେଳେ କେବଳ ୱେଲଡରରେ ଗୋଟିଏ ବର୍ଷର ତାଲିମ ସୁବିଧା ରହିଛି।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
9861268864
ଇମେଲ୍
[email protected]
ଠିକଣା
ବାସନାପାଲ୍ଲୀ, ଶାନ୍ତିନଗର ପାଖ, ଛତ୍ରପୁର, ଜିଲ୍ଲା- ଗଞାମ, ପିନ୍-୭୬୧୦୨୦
ୱେବସାଇଟ
http://itichatrapur.in/

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 147 ମାଟ୍ରିକ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 52 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 147 ମାଟ୍ରିକ
ଉପକରଣ ମେକାନିକ 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ଝଳେଇ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 42 ଅଣ ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।